ଦେଶ ବିଦେଶ

ବେଜିଂରେ କରୋନାର ସାଂଘାତିକ ସ୍ଥିତି: ଚାରିଆଡେ ହାହାକାର, କାୟା ବିସ୍ତାର କଲାଣି ସଂକ୍ରମଣ

ନୂଆଦିଲ୍ଲୀ : ସାଂଘାଇ ଭଳି ଏବେ ବେଜିଂରେ ମାଡୁଛି କରୋନା । ସଂକ୍ରମଣ ଦିନକୁ ଦିନ ବଢୁଛି । ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ୭୦ ମାମଲା ଚିହ୍ନଟ ହେଲାଣି । ୨୪ଘଣ୍ଟାରେ ବେଜିଂରେ ୨୯ ନୂଆ କେସ୍‌ ସାମ୍ନାକୁ ଆସିଛି । ସମ୍ପୁର୍ଣ୍ଣ ଲକଡାଉନ ଲାଗୁ ହୋଇନଥିଲେ ବି , ବିଭିନ୍ନ ସ୍ଥାନରେ ପାର୍ଶିଆଲ୍‌ ଲକଡାଉନ ଲାଗୁ କରିଛି ସ୍ଥାନୀୟ ପ୍ରଶାସନ । ବଢୁଥିବା ସଂକ୍ରମଣ ଓ ସାମୂହିକ କରୋନା ଟେଷ୍ଟିଂ ପାଇଁ ପ୍ରଶାସନର ଘୋଷଣା ପରେ ଲୋକେ ଏବେ ଆତଙ୍କିତ ।

ଲକଡାଉନ ଭୟରେ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିିଳିଛି । ଖାଇବା ସାମଗ୍ରୀ କିଣିବାକୁ ଲୋକଙ୍କ ନାହିଁନଥିବା ଗହଳିର ଚିତ୍ର ବିଭିନ୍ନ ସ୍ଥାନରୁ ଆସୁଛି । କିଛି ସ୍ଥାନରେ ଖାଦ୍ୟ ସାମଗ୍ରୀ ଷ୍ଟକ୍‌ ବି ସରିବାକୁ ବସିଲାଣି । ଏବେ ୨କୋଟିରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ହେବ । ସପଟେ ସାଂଘାଇରେ ସଂପୂର୍ଣ୍ଣ ଲକ୍‌ଡାଉନ ଲାଗୁ ହୋଇଛି । ସମାନ ସ୍ଥିତି ଏବେ ବେଜିଂରେ ଉପୁଜିବା ନେଇ ଏକ ବଡ଼ ଆଶାଙ୍କା ତିଆରି ହୋଇଛି ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago