ଦେଶ ବିଦେଶ

କରୋନା କବଳରେ ସାଉଦି ଆରବ ସାହୀ ପରିବାର, ସଂକ୍ରମଣ ହେଲେ ୧୫୦ ଲୋକ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ କାୟା ବିସ୍ତାର କରିସାରିଲାଣି। ସେ ସାଧାରଣ ଜନତା ହୁଅନ୍ତୁ କିମ୍ବା କୌଣସି ଖାସ ବ୍ୟକ୍ତି, ଏହି ଭାଇରସ କବଳରୁ କିଏ ବି ରକ୍ଷା ପାଇପାରିବେ ନାହିଁ। ରିପୋର୍ଟ ଅନୁଯାୟୀ ସାଉଦି ଆରବର ସାହୀ ପରିବାର ମଧ୍ୟ ଏହି ଭାଇରସ ସଂକ୍ରମଣରେ ଆସିସାରିଛନ୍ତି। ସୂଚନା ଅନୁଯାୟୀ ସାହୀ ପରିବାରର ୧୫୦ଜଣ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖାଯାଇଛି। ଏହାପରେ କିଙ୍ଗ ସଲମାନ ଏବଂ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଆଇସୋଲେଶନରେ ରହିଛନ୍ତି।

ରିପୋର୍ଟ ଅନୁଯାୟୀ କିଙ୍ଗ ଫେସଲ ସ୍ପେଶାଲିଷ୍ଟ ହସ୍ପିଟାଲର ଡାକ୍ତର ସାହୀ ପରିବାରର ଚିକିତ୍ସାରେ ଲାଗିଛନ୍ତି। କରୋନା ଭାଇରସର ଭୟ ବଢ଼ୁଥିବାରୁ ଏହି ହସ୍ପିଟାଲରେ ଅତିରିକ୍ତ ୫୦୦ ବେଡ଼ ତିଆରି କରିଛି। ସୂଚନା ଅନୁଯାୟୀ ରିୟାଦର ଏହି ବଡ ଏବଂ ଖାସ ହସ୍ପିଟାଲରେ କୌଣସି ସଂକ୍ରମିତ ଷ୍ଟାଫଙ୍କୁ ରହିବାକୁ ଦିଆଯିବ ନାହିଁ କାରଣ ହସ୍ପିଟାଲର ରୁମ ଯେପରି ସାହୀ ସଦସ୍ୟଙ୍କ ପାଇଁ ସୁରକ୍ଷିତ ରଖାଯାଇପାରିବ।

ଏହି ଭାଇରସର ପ୍ରକୋପ ବର୍ତ୍ତମାନ ଅରବ ଦେଶରେ ଲଗାତାର ଦେଖିବାକୁ ମିଳୁଛି। ଏହି ଦେଶରୁ ଫେରିଥିବା ଅନେକ ଭାରତୀୟଙ୍କ ମଧ୍ୟରେ ବି ସଂକ୍ରମଣ ଦେଖାଯାଇଥିଲା, ଯାହାଦ୍ୱାରା ଦେଶରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି।

 

KNews Bureau

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

8 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

16 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

33 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

47 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

1 hour ago