ଦେଶ ବିଦେଶ

କରୋନାକୁ ମାତ୍‌ ଦେବା ପାଇଁ ଆମେରିକା ଆଜି ଠାରୁ ଆରମ୍ଭ କରୁଛି ପରୀକ୍ଷଣ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତ, ବ୍ରିଟେନ ଏବଂ ଆମେରିକା ସମତେ କରୋନା ଭାଇରସ କୋବିଡ୍‌ ୧୯ ଏବେ ଦୁନିଆର ୧୨୩ଟି ଦେଶରେ ବ୍ୟାପିଗଲାଣି ଏବଂ ଏହି ଭାଇରସ କାରଣରୁ ପାଞ୍ଚ ହଜାର ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସେହିପରି ସାରା ଦୁନିଆରେ ଏହି ସଂକ୍ରମଣ ୧୩୬,୮୯୫ ମାମଲା ସାମ୍ନାକୁ ଆସିସାରିଲାଣି। ଏହ ସବୁ ମଧ୍ୟରେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇଆସିଛୁ। ଆଜି ଆମେରିକାରେ କରୋନା ଭାଇରସ ଟୀକାର ପରୀକ୍ଷଣ ଆରମ୍ଭ ହେଉଛି।

ଆମେରିକା ସରକାରଙ୍କ ଏକ ଅଧିକାରୀଙ୍କ କହିବାନୁଯାୟୀ ପରୀକ୍ଷଣ ପୂର୍ବରୁ ସୋମବାରକୁ ପ୍ରୟୋଗିକ ଟୀକା ଦିଆଯିବ। ପରୀକ୍ଷଣ ବିଷୟରେ ସାର୍ବଜନିକ ଭାବରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଏହି ପରୀକ୍ଷଣ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ (ଏନଆଇଏଚ) ଆର୍ଥିକ ସହଯୋଗ କରୁଛି। ଏହା ସିଏଟଲରେ ’କ୍ୟାନ୍ସର ପରମାନେଣ୍ଟ ଓ୍ଵାସିଂଗଟନ ହେଲ୍ଥ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌’ରେ ହେବ।

ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ କୌଣସି ବି ସମ୍ଭାବିତ ଟୀକାକୁ ଗୋଟେ ବର୍ଷରୁ ୧୮ ମାସ ପର୍ଯ୍ୟନ୍ତ ସମୟ ଲାଗିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୋଭିଡ ୧୯ ପାଇଁ ବଢ଼ୁଥିବା ମାମଲାକୁ ଦେଖି ସାରା ଦେଶରେ ଦର୍ଜନ ରିସର୍ଚ୍ଚ ସଂଗଠନ ଟୀକା ବିକସିତ କରିବା ପ୍ରଚେଷ୍ଟାରେ ଅଛନ୍ତି।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

19 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

21 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago