ସମୁଦ୍ରକୂଳରେ ସମସ୍ତଙ୍କ ସାମ୍ନାରେ ଶାରୀରିକ ସମ୍ପର୍କ ରଖିଲେ ପ୍ରେମୀଯୁଗଳ, ପୋଲିସ ହାତକଡ଼ି ପିନ୍ଧାଇବା ପରେ ବି ଅଟକିଲେନି, ଭିଡିଓ ଭାଇରାଲ

ଶାରୀରିକ ସମ୍ପର୍କ ରଖିବାକୁ ଲୋକମାନେ ଏତେ ପାଗଳ ହୋଇପଡ଼ୁଛନ୍ତି ଯେ ସ୍ଥାନ, କାଳ, ପାତ୍ର କିଛି ଦେଖୁନାହାନ୍ତି। ଏବେ ସେଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦମ୍ପତି ଦିନ ଦ୍ୱିପ୍ରହରରେ ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଫିଲିପାଇନ୍ସର ଅକଲାନ୍‌ ପ୍ରୋଭିନ୍ସଠାରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ମୁତାବକ ଏହି ଘଟଣା ସନ୍ଧ୍ୟା ୫.୪୫ରେ ଘଟିଥିଲା।

Image result for couple-making-relationship beach"

ରିପୋର୍ଟ ଅନୁସାରେ, ଜସ୍ମିନ୍‌ ନେଲି ଓ ଆନ୍ଥୋନି କାରିଓ ନାମକ ଏହି ଦମ୍ପତି ବୋରାକେ ଆଇସ୍‌ଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିଲେ। ସନ୍ଧ୍ୟାବେଳେ ସମୁଦ୍ରକୂଳରେ ବହୁତ ଭିଡ଼ ଜମିଥିଲା। କିଛି ଲୋକ ପୂରା ପରିବାର ସହ ସେଠାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥିଲେ। ଇତିମଧ୍ୟରେ ଜସ୍ମିନ୍‌ ଓ ଆନ୍ଥୋନି ରୋମାନ୍ସ କରିବାକୁ ଲାଗିଥିଲେ। କଥା କେବଳ ସେତିକିରେ ଅଟକି ନଥିଲା ଏହି ଯୋଡ଼ି ସମସ୍ତଙ୍କ ସାମ୍ନାରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ। ଲୋକମାନେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଅଟକି ନଥିଲେ।

Image result for couple-making-relationship beach"

ପରେ ବାଧ୍ୟ ହୋଇ ଉପସ୍ଥିତ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସେମାନଙ୍କୁ ତୁରନ୍ତୁ ଏସବୁରୁ ଓହରି ଯିବାକୁ କହିଥିଲେ। ତଥାପି ଦମ୍ପତି ନିଜ ଭିତରେ ଏତେ ମଜ୍ଜି ଯାଇଥିଲେ ଯେ ସେମାନେ ପୋଲିସ କଥାକୁ ମଧ୍ୟ ଖାତିର କରିନଥିଲେ। ପୋଲିସ ହାତକଡ଼ି ପକାଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ପରେ ବହୁ କଷ୍ଟରେ ପୋଲିସ ସେମାନଙ୍କୁ ରୋକିଥିବା ଜଣାଯାଇଛି।

Image result for couple-making-relationship boraco island beach police arrest"

ପୋଲିସ ସୂଚନା ମୁତାବକ ଉଭୟଙ୍କ ବୟସ ୨୬ ବର୍ଷ। ଘଟଣା ବେଳେ ଉଭୟେ ପ୍ରବଳ ମଦ୍ୟପାନ କରିଥିଲେ, ଏଣୁ କିଛି ବି ଶୁଣିବାକୁ ନାରାଜ ଥିଲେ। ପୋଲିସର କହିବାନୁସାରେ ହାତକଡ଼ି ପକାଇ ସେମାନଙ୍କୁ ଗାଡ଼ିରେ ବସାଇବା ପରେ ମଧ୍ୟ ସେମାନେ ନିଜ କାରିନାମାରୁ ଓହରି ନଥିଲେ।

You might also like