ପରୀକ୍ଷାଗାରରେ ଫାଟିଲା ସିଲିଣ୍ଡର, ବୈଜ୍ଞାନିକ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ସଦାଶିବ ନଗର ଥାନା ଅନ୍ତର୍ଗତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସ୍‌ରେ ବିସ୍ଫୋରଣ । ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅନୁଷ୍ଠାନର ଏରୋସ୍ପେସ୍‌ ଲବରେଟୋରୀରେ ହାଇଡ୍ରୋଜେନ୍‌ ସିଲିଣ୍ଡର ଫାଟି ଯାଇଥିବା ଅନୁମାନ କରାଯାଉଛି ।

You might also like