ଭାରତୀୟ ଔଷଧି ମହାନିୟନ୍ତ୍ରକ(ଡିଜିସିଆଇ) ଟାଟା ସମୂହ ଓ CSIR-IGIB ଦ୍ୱାରା ବିକଶିତ ଭାରତର ପ୍ରଥମ କ୍ରିସ୍ପର କୋଭିଡ୍-୧୯ ପରୀକ୍ଷଣ ‘ଫେଲୁଦା’କୁ ସବୁଜ ସଙ୍କେତ ଦେଖାଇଛି। ଏହି ଟୀକାକୁ ବାଣିଜ୍ୟିକ ରୂପରେ ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି। ଏନେଇ ଟାଟା ସନ୍ସ ତରଫରୁ ସୂଚନା ଦିଆଯାଇଛି। କମ୍ପାନୀ ତରଫରୁ କୁହାଯାଇଛି ଏହି ଯାଞ୍ଚ ସଠିକ୍ ପରିଣାମ ଦେବାରେ ପାରମ୍ପରିକ ଆରଟି-ପିସିଆର ପରୀକ୍ଷଣ ସହ ସମାନ। ଏହା ବ୍ୟତୀତ ଏହା ଶସ୍ତା ଓ କମ୍ ସମୟରେ ରେଜଲ୍ଟ ଦେଇଥାଏ।
ରିପୋର୍ଟ ମୁତାବକ ଫେଲୁଦା ମାତ୍ର ୩୦ ମିନିଟ୍ ମଧ୍ୟରେ ସଠିକ୍ ରେଜଲ୍ଟ ଦେଉଛି। ଭବିଷ୍ୟତରେ ଅନ୍ୟ ମହାମାରୀର ପରୀକ୍ଷଣରେ ମଧ୍ୟ ଏହାକୁ ବ୍ୟବହାର କରିହେବ। କମ୍ପାନୀ ତରଫରୁ କୁହାଯାଇଛି ଟାଟା କ୍ରିସ୍ପର ପରୀକ୍ଷଣ ସିଏଏସ୍୯ ପ୍ରୋଟିନ୍ର ବ୍ୟବହାର କରିଥିବା ବିଶ୍ୱର ପ୍ରଥମ ପରୀକ୍ଷଣ, ଯାହା ସଫଳତାପୂର୍ବକ କୋଭିଡ୍-୧୯ ମହାମାରୀର ଭାଇରସ୍ର ଚିହ୍ନଟ କରୁଛି।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…