କ୍ୟାବିନେଟ କମିଟିରେ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ

କେନ୍ୟୁଜ୍(ବ୍ୟୁରୋ):  କ୍ୟାବିନେଟ କମିଟିରେ ଓଡ଼ିଶାରୁ ଦୁଇ କେନ୍ଦ୍ର ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି କମିଟିରେ ସଦସ୍ୟ ଭାବେ ଅଛନ୍ତି । ଅର୍ଥନୈତିକ ବ୍ୟାପାର ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ କ୍ୟାବିନେଟ କମିଟିରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେହିଭଳି ବିନିଯୋଗ ଓ ଅଭିବୃଦ୍ଧି ସହ ନିଯୁକ୍ତି ଓ ଦକ୍ଷତା ବିକାଶ କ୍ୟାବିନେଟ କମିଟିରେ ଅଶ୍ୱିନୀ ବୈଷ୍ଣବ ସ୍ଥାନ ପାଇଛନ୍ତି । ସେହିଭଳି ମନ୍ତ୍ରିମଣ୍ଡଳରେ ନୂଆ କରି ସାମିଲ ହୋଇଥିବା ଅନୁରାଗ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୁପେନ୍ଦ୍ର ଯାଦବ, ସର୍ବାନନ୍ଦ ସୋନଓ୍ଵାଲ ମଧ୍ୟ କ୍ୟାବିନେଟ କମିଟିରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.