• Likes
  • Followers
  • Followers
  • Subscribers
  • Subscribe
  • Monday, July 14, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ଦେଶ ବିଦେଶ
  • ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ, ୟୁଟ୍ୟୁବ୍‌ ଓ ଫେସବୁକକୁ ଫେରିଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ, ୟୁଟ୍ୟୁବ୍‌ ଓ ଫେସବୁକକୁ ଫେରିଲେ ଟ୍ରମ୍ପ

ୟୁଟ୍ୟୁବ୍ ଓ ଫେସବୁକକୁ ଫେରିଲେ ଟ୍ରମ୍ପ। ଦୀର୍ଘ ୨ ବର୍ଷ ପରେ ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ ‘ଆଇ ଆମ୍‌ ବ୍ୟାକ୍‌’ ।

By Swagatika Last updated Mar 18, 2023
trump
WhatsApp Banner

ଦୁଇ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ୍। ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକକୁ ଫେରିଲେ ଟ୍ରମ୍ପ। ଫେସବୁକ୍ରେ ପ୍ରଥମ ପୋଷ୍ଟ ସେୟାର କଲେ ଡୋନାଲଡ ଟ୍ରମ୍ପ । ଦୀର୍ଘ ୨ ବର୍ଷ ପରେ ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ଆଇ ଆମ୍ ବ୍ୟାକ୍ ।

ଆମେରିକାର କ୍ୟାପିଟାଲ ହିଲସ ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଲାଗିଥିଲା ବ୍ୟାନ୍ । ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା । ୧୨ ସେକେଣ୍ଡର ଏକ ଭିଡ଼ିଓ ସେୟାର କରିଛନ୍ତି ।  ଏହି ଭିଡିଓରେ ଜରିଆରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିଛନ୍ତି। ସେ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ‘ମେକ୍ ଆମେରିକା ଗ୍ରେଟ୍ ଅଗେନକୁ ଭିଡିଓରେ ଯୋଡିଛନ୍ତି। ଆଜିଠୁ ନୂଆ କଣ୍ଟେଣ୍ଟ ଅପଲୋଡ୍‌ କରିପାରିବେ ଡୋନାଲ୍ଡ ଟ୍ରମ୍ପ ।

ତେବେ ଯଦି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କ ବିରୋଧରେ ପୂର୍ବ ଅପେକ୍ଷା ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଟା ଚେତାବନୀ ଦେଇଥିଲା। ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଗତବର୍ଷ ନଭେମ୍ବରରେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟକୁ ରିଷ୍ଟୋର କରିଥିଲେ।

ଉଲ୍ଲେଖଯୋଗ୍ୟ, ୭୬ ବର୍ଷୀୟ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ ପୁଣି ଆମେରିକାର ରାଷ୍ଟ୍ରପତି ରେସ୍ରେ ରହିଛନ୍ତି। ତାଙ୍କର ଫେସ୍ବୁକରେ ୩୪ ମିଲିଅନ୍ ଫଲୋଅର୍ସ ଥିବା ସହ ୟୁଟ୍ୟୁବରେ ୨.୬ ମିଲିଅନ ସବସ୍କ୍ରାଇବର ରହିଛନ୍ତି। ସେହିପରି ଟ୍ୱିଟରରେ ଟ୍ରମ୍ପଙ୍କ ୮୭ ମିଲିଅନ ଫଲୋଅର୍ସ ଅଛନ୍ତି।

donald trumpFacebook accountyoutube
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ…

    Jul 14, 2025 0
  • ଜଗନ୍ନାଥ ବଲ୍ଳଭରେ ଅଭାବନୀୟ ଦୃଶ୍ୟ, ବନ୍ଧା ହୋଇ ପଡିଛନ୍ତି…

    Jul 13, 2025 0
  • ଭଗବାନଙ୍କୁ ଭରସା କରି ପୁଅ ପାଇଁ ବାପା ମାଆ ବୋହୁଛନ୍ତି ଜଳଭାର

    Jul 13, 2025 0
  • ଆସୁଛି ଦୁଇଟି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ…

    Jul 13, 2025 0
  • ଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…

    Jul 13, 2025 0
  • ଛାତ୍ରୀଙ୍କ ଦୁଃଖଦାୟକ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ :…

    Jul 13, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ