ଭାରତ ଆସିବାକୁ ଅପେକ୍ଷା କରି ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆସନ୍ତା ୨୪ ଓ ୨୫ରେ ଭାରତ ଆସିବେ ଟ୍ରମ୍ପ

କେନ୍ୟୁଜ୍(ବ୍ୟୁରୋ): ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଆସନ୍ତା ୨୪ ଓ ୨୫ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି । ସେପଟେ ଟ୍ଵିଟ କରି ଟ୍ରମ୍ପ ଦମ୍ପତ୍ତିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଭାରତ ଆସିବାକୁ ଚାହିଁ ବସିଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.