ଦେଶ ବିଦେଶ

ଜୁଆ ଖେଳିବା ଅଭିଯୋଗରେ ଗିରଫ ହେଲା ଗଧ, ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ଆପଣ କ’ଣ କେବେ ଗଧକୁ ଜୁଆକୁ ଖେଳିବାର ଦେଖିଛନ୍ତି କି ଶୁଣିଛନ୍ତି ? କିନ୍ତୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପାକିସ୍ତାନରେ । ଏଠାରେ ଏକ ଗଧକୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରାଯାଇଛି ।

ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତର ରହୀମ ୟାର ଖାନ୍ ଅଞ୍ଚଳରେ ପୋଲିସ୍ ସାତ ଆଠଜଣଙ୍କୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଲୋକଙ୍କ ସମେତ ପୋଲିସ୍ ଏକ ଗଧକୁ ଗିରଫ କରିଛି । ଏଫଆଇଆର କପିରେ ମଧ୍ୟ ଗଧର ନାମ ରହିଛି । ଗଧକୁ ଗିରଫ କରାଯାଇ ଥାନା ବାହାରେ ବନ୍ଧା ଯାଇଛି । ଆପଣ ଭାବୁଥିବେ, ଗଧ କିପରି ଜୁଆ ଖେଳିପାରେ ? କିନ୍ତୁ ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ଜୁଆ ଖେଳିବା ଅଭିଯୋଗରେ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାର ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ ଗଧର ଦୌଡ଼ ଉପରେ ପଇସା ଲଗାଇଥିଲେ ।

ଗଧକୁ ଗିରଫ ହେବାର ଖବର ମିଳିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ପୋଲିସ୍ ଟ୍ରୋଲ୍ କରିଛନ୍ତି କିଛି ଲୋକେ । ପୋଲିସ୍ର କାର୍ଯ୍ୟାନୁଷ୍ଠାନକୁ ନେଇ ମଜାକ୍ ଉଡାଇଛନ୍ତି ଲୋକେ । ସୂଚନାଯୋଗ୍ୟ, ପାକିସ୍ତାନରେ ସବୁଠୁ ଅଧିକ ଗଧ ରହିଛନ୍ତି । ପାକିସ୍ତାନ ଅନ୍ୟ ଦେଶକୁ ଗଧକୁ ବିକ୍ରି କରିଥାଏ ।

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

44 seconds ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

16 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

26 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

37 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago