ଚିଲିର ଉତ୍ତରାଞ୍ଚଳରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ

ଚିଲି: ଭୂକମ୍ପରେ ଥରିଲା ଚିଲି । ଚିଲିର ଉତ୍ତରାଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି । ଭୂଗର୍ଭ ଠାରୁ ୧୭୮ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳୀ ଥିଲା । ଭୂମିକମ୍ପ ବେଳେ ଲୋକମାନେ ଆତଙ୍କିତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ତେବେ ଏଥିରେ କହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।

ଆହୁରି ପଢନ୍ତୁ::ଦିଲ୍ଲୀ ଦ୍ବାରିକା କୋର୍ଟକୁ ବୋମା ଗୁଜବ, ଯାଞ୍ଚ ପରେ କିଛି ମିଳିଲା ନାହିଁ