ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ। ଦେବେନ୍ଦ୍ର ଫଡନାଭିସ୍ ସିନ୍ଦେଙ୍କ ଉପସ୍ଥିତିରେ ନିଜେ ଏହା ଘୋଷଣା କରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଆଜି କେବଳ ଏକନାଥ ସିନ୍ଦେଙ୍କ ଶପଥ ଗ୍ରହଣ ହେବ। ମୁଁ ଏକନାଥ ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରୁ ବାହାରେ ରହିବି।

୨୦୧୯ରେ ବିଜେପି ଏବଂ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ। ଆମେ ସେହି ସମୟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମକୁ ବୃହତ୍‌ ବିଜୟ ମିଳିଥିଲା ବୋଲି ଫଡନାଭିସ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.