ମେ ଭି ଚୌକିଦାର କାର୍ଯ୍ୟକ୍ରମକୁ ନେଇ ଦୂରଦର୍ଶନକୁ ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିସ୍

ଦୂରଦର୍ଶନକୁ ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିସ୍ । ମେ ଭି ଚୌକିଦାର କାର୍ଯ୍ୟକ୍ରମକୁ ନେଇ ଜାରି ହୋଇଛି ନୋଟିସ୍ । ମାର୍ଚ୍ଚ ୩୧ ତାରିଖରେ ଦେଢ଼ ଘଂଟା ଧରି କାର୍ଯ୍ୟକ୍ରମକୁ ପ୍ରସାରଣ କରିଥିଲା ଦୂରଦର୍ଶନ ।