ବାଜିଲା ନିର୍ବାଚନ ବିଗୁଲ: ତ୍ରିପୁରାରେ, ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ତିନି ଉତ୍ତର- ପୂର୍ବ ରାଜ୍ୟ ପାଇଁ ବାଜିଲା ନିର୍ବାଚନ ବିଗୁଲ। ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା। ତାରିଖ ଘୋଷଣା କଲେ ଭାରତୀୟ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ତ୍ରିପୁରାରେ ଫେବୃଆରୀ ୧୬ତାରିଖରେ ଓ ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃଆରୀ ୨୭ ତାରିଖରେ ହେବ ମତଦାନ। ମାର୍ଚ୍ଚ ୨ତାରିଖରେ ହେବ ଭୋଟ ଗଣତି। ପ୍ରତି ରାଜ୍ୟର ୬୦ଟି ଲେଖାଏଁ ବିଧାନସଭା ଆସନରେ ହେବ ମତଦାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.