ବରିଷ୍ଠ ବିଚାରପତି ସୋଲି ଶୋରବଜୀଙ୍କ ୯୧ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଭାରତର ଜଣାଶୁଣା ବିଚାରପତି ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ଶୋରବଜୀଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୮୯ ମସିହା ଠାରୁ ୧୯୯୦ ମସିହା ପର୍ଯ୍ୟନ୍ତ ଶ୍ରୀ ଶୋରାବଜୀ ଭାରତର ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ତୁଲାଇ

ସାରିଛନ୍ତି । ଏହା ପରେ ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଛନ୍ତି । କହିରଖୁଛୁକି ଶ୍ରୀ ଶୋରବଜୀଙ୍କ ପୁରା ନାଁ ସୋଲି ଜାହାଙ୍ଗୀର ଶୋରବଜୀ ।

Leave A Reply

Your email address will not be published.