TMCରେ ବିଧିବଦ୍ଧ ଭାବରେ ମିଶିଲେ ବାବୁୁଲ ସୁପ୍ରିୟୋ

ତୃଣମୂଳ କଂଗ୍ରେସ ବା ଟିଏମସିରେ ବିଧିବଦ୍ଧ ଭାବରେ ମିଶିଲେ ବାବୁୁଲ ସୁପ୍ରିୟୋ । ବିଜେପି ସାଂସଦ ବାବୁଲ ସୁପ୍ରିୟୋ କେନ୍ଦ୍ର କ୍ୟାବିନେଟରୁ ବାଦ୍‌ ପଡ଼ିଥିଲେ । ପରେ ସେ ଦଳ ଛାଡ଼ିଥିଲେ ।

କିଛି ଦିନ ତଳେ ବାବୁଲ ବିଜେପିରୁ ଇସ୍ତଫା ଦେଇଥିଲେ। ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ୍ ଓ’ବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଟିଏମସି ନିଜର ଅଫିସିଆଲ ଟ୍ବିଟର ହାଣ୍ଡେଲରେ ଟୁଇଟ୍ କରି ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.