ନୂଆଦିଲ୍ଲୀ(କେନ୍ଯୁଜ୍): ଅଡୁଆରେ ପୂର୍ବତନ IAS ଅଧିକାରୀ। INXମିଡିଆ କେସରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରି ଅଡୁଆରେ ପୂର୍ବତନ MSME ସଚିବ ଅନୁପ ପୂଜାରୀ। କାର୍ଯ୍ୟାନୁଷ୍ଠାନ ପାଇଁ CVC କଲେ ସୁପାରିଶ। ପୂର୍ବତନ ନୀତି ଆୟୋଗ CEOଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ଏହାସହ ପୂର୍ବତନ ନୀତି ଆୟୋଗ CEO ସିନ୍ଧୁଶ୍ରୀ ଖୁଲରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ଅର୍ଥ ମନ୍ତ୍ରାଳୟ ଅନୁମତି ଦେଲେ ହେବ କାର୍ଯ୍ୟାନୁଷ୍ଠାନ।