ଦିଲ୍ଲୀର ପଣ୍ଡିତ ପନ୍ତ ମାର୍ଗ ସ୍ଥିତ ବିଜେପିର ପାର୍ଟି ଅଫିସରେ ନିଆଁ ଲାଗିଥିବା ଖବର ମିଳିଛି । ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ପାର୍ଟି ଅଫିସରେ ଥିବା ବିଦ୍ୟୁତ ମିଟର ବକ୍ସରେ ସଟସର୍କିଟ ହୋଇଥିବାରୁ ନିଆଁ ଲାଗିଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ହତାହତ ଖବର ଆସିନାହିଁ ।
ଖବର ମୁତାବକ, ଦିଲ୍ଲୀ ବିଜେପି ଅଫିସରେ ଆଜି ସନ୍ଧ୍ୟା ୪.୧୫ ମିନିଟରେ ବିଦ୍ୟୁତ ମିଟର ବକ୍ସରେ ସଟସର୍କିଟ ହୋଇଥିବାରୁ ନିଆଁ ଲାଗିଥିଲା । ୧୫ ମିନିଟ ପାଇଁ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲାଗିବା ସୂଚନା ମିଳିବା ପରେ ଇଲେକ୍ଟ୍ରି ଷ୍ଟାଫ ଏବଂ ଅଗ୍ନିଶମ ଗାଡି ପାର୍ଟି ଅଫିସରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡ ଯୋଗୁଁ କୌଣସି ପ୍ରର୍ପଟି କ୍ଷତି ହୋଇନାହିଁ ।
ସୂଚନାଯୋଗ୍ୟ, ଦିଲ୍ଲୀ ଆୟକର ବିଭାଗ ଅଫିସରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା ଯୋଗୁଁ ପୁରା ବିଲିଡିଂରେ ଲୋକେ ଭୟରେ ଦୌଡାଦୌଡି କରୁଥିବାର ନଜର ଆସିଥିଲେ । ଘଟଣା ସ୍ଥଳରେ ୨୧ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…