ଦେଶ ବିଦେଶ

କରୋନା ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ, ଆପଣ ବି କରନ୍ତୁ ଦର୍ଶନ

ସାରା ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଛି। ଭାରତରେ ଲକଡାଉନର ଅବଧିକୁ ମେ ୩ ଯାଏଁ ବଢ଼ାଇ ଦିଆଯାଇଛି। ଏହି ସଂକ୍ରମଣର ପ୍ରଭାବ ବାବା ଅମରନାଥଙ୍କ ଯାତ୍ରା ଉପରେ ମଧ୍ୟ ପଡ଼ିଛି। ଯାତ୍ରାର ଆଡ଼ଭାନ୍ସ ପଞ୍ଜିକରଣକୁ ମେ ୪ ଯାଏଁ ସ୍ଥଗିତ ରଖାଯାଇଛି। ତେବେ ଏହି ସଙ୍କଟ ସମୟରେ ବାବା ଅମରନାଥଙ୍କ ଫଟୋ ସାମ୍ନାକୁ ଆସିଛି।

ଅମରନାଥ ଗୁମ୍ଫାରେ ବାବାଙ୍କ ସ୍ୱୟଂଭୁ ଶିବଲିଙ୍ଗ ତିଆରି ହେବା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଏପ୍ରିଲ ୧ରୁ ଅମରନାଥ ଯାତ୍ରାର ପଞ୍ଜିକରଣ ଆରମ୍ଭ ହେବାକୁ ଥିଲା। ମାତ୍ର ଲକଡାଉନ ଯୋଗୁ ପ୍ରଥମେ ଏହାକୁ ଏପ୍ରିଲ ୧୫କୁ ଓ ପରେ ମେ ୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏଣୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ୨୩ ଜୁନରେ ଅମରନାଥ ଯାତ୍ରା ହେବା ନେଇ ସନ୍ଦେହ ଉପୁଜିଛି। ବାବାଙ୍କ ଯାତ୍ରାରେ କରୋନା ବାଧକ ସାଜିବାର ଆଶଙ୍କା ଦେଖା ଦେଇଛି।

ପ୍ରତିବର୍ଷ ଏହି ସମୟରେ ଯାତ୍ରା ପାଇଁ ବୁକିଂ ହେବା ସହ ଗୁମ୍ଫା ପର୍ଯ୍ୟନ୍ତ ରାସ୍ତାକୁ ସରକାରଙ୍କ ତରଫରୁ ପରିଷ୍କାର କରାଯାଏ। ମାତ୍ର କରୋନା ଯୋଗୁ ବାଲଟାଲ ଓ ପହଲଗ୍ରାମ ପଥର ବରଫକୁ ଏପର୍ଯ୍ୟନ୍ତ ସଫା କରାଯାଇନାହିଁ। ପ୍ରଶାସନ ଓ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଏବେ କରୋନା ଉପରେ ରହିଛି। ଏଣୁ ଅମରନାଥ ଯାତ୍ରାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

WCW 11

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

17 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

25 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

31 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

40 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

42 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

49 mins ago