ଭାରତ ବାୟୋଟେକ୍‌ର ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ

କେନ୍ଯୁଜ୍: ଭାରତ ବାୟୋଟେକ୍‌ର ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ । ଟ୍ରାଏଲ ବେଳେ ସ୍ୱେଚ୍ଛାସେବୀଙ୍କ ନିକଟରେ କୌଣସି ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିନଥିଲା ।

ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟର ଶେଷ ପରୀକ୍ଷାରେ ଜଣାପଡ଼ିଛି ଯେ, ସବୁ ବର୍ଗର ଲୋକଙ୍କଠାରେ କୌଣସି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିନଥିଲା । ଏହା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ ବୋଲି କୁହାଯାଇଛି । କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲା । ଏହାର ଫଳାଫଳ ଏବେ ସାର୍ବଜନୀନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.