କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସର୍ବସମ୍ମୁଖରେ ନିଜ ସହଯୋଗୀଙ୍କୁ ମାରିଲେ ଚାପୁଡା, ଦେଖନ୍ତୁ ଏହି ଭିଡିଓ
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା କୌଣସି ଏକ କାରଣରୁ ମୈସୁର ବିମାନ ବନ୍ଦର ବାହାରେ ତାଙ୍କର ଜଣେ ସହଯୋଗୀଙ୍କୁ ଚାପୁଡା ମାରିଥିବା ଘଟଣା ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ତାଙ୍କର ଜଣେ ସହଯୋଗୀ ତାଙ୍କୁ କିଛି କହୁଥିବାବେଳେ ସେ ହଠାତ୍ ଗୋଟେ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି । ଯେଉଁ ଭିଡିିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଏହାସହ ପଢନ୍ତୁ :
ଗୋଟେ ମଇଁଷିକୁ ଶିକାର କଲେ ୫ଟି ସିଂହ, ଖାଇବା ପାଇଁ ପରସ୍ପର ଭିତରେ ଲାଗିଲା ଏମିତି ଝଗଡା…ଦେଖନ୍ତୁ ଏହି ଭିଡିଓ
କଂଗ୍ରେସ ନେତା ସର୍ବସମ୍ମୁରେ ନିଜର ହିଂସାତ୍ମକ ବ୍ଯବହାର ପ୍ରଦର୍ଶନ କରିବା କୌଣସି ନୂଆ କଥା ନୁହେଁ । ଚଳିତ ବର୍ଷ ଜାନୁଆରୀରେ ସିଦ୍ଧରମୈୟା ମୈସୁରରେ ଏକ ମହିଳା ପାର୍ଟି ନେତ୍ରୀଙ୍କ ସହିତ ର୍ଦୁବ୍ଯବହାର କରିବା ସହିତ ଧକ୍କା ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଥିଲା ।
ଦେଖନ୍ତୁ ଭିଡିଓ:
#WATCH: Congress leader and Karnataka’s former Chief Minister Siddaramaiah slaps his aide outside Mysuru Airport. pic.twitter.com/hhC0t5vm8Q
— ANI (@ANI) September 4, 2019
video courtesy: ANI