ଗରିଲା ନା କାଉ ? କିଏ ଏହି ଜୀବ ? ଭିଡିଓ ଦେଖି ଆପଣ ମଧ୍ୟ ଖାଇବେ ଚକ୍କର

ନୂଆଦିଲ୍ଲୀ : କଣ ଆପଣ କେବେ ଗରିଲା ଏବଂ କାଉ ଦେଖିଛନ୍ତି ? ନିଶ୍ଚିତ ଆପଣଙ୍କ ଉତ୍ତର ହଁ ରେ ହିଁ ଥିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣ ଦ୍ୱନ୍ଦ୍ୱରେ ପଡିଯିବେ କି ତାହା କାଉ ନା ଗରିଲା।


ବାସ୍ତବରେ ଏହି ଭିଡିଓ ଜାପାନର ଗଗୋୟାର ଅଟେ। ସେଠାରେ ଏକ କାଉକୁ ଦେଖି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡିବେ କି ତାହା କାଉ ନା ଗରିଲା। କାରଣ ଭିଡିଓରେ କାଉଟି ଅବକଳ ଗରିଲା ଭଲି ବସିଥିବାର ଦେଖିବାକୁ ମିଳିଛି। ଏପରିକି ଏଥିରେ ତାହାର ଗୋଡ ମଧ୍ୟ ଦେଖାଯାଉନି। ଏହି ଭାଇରାଲ ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯.୫୭ ମିଲିୟନ ଥର ଦେଖାଯାଇଛି। ଏପରିକି ଏନେଇ ଲୋକ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.