ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଦେଲେ ଇସ୍ତଫା ।  ରାଜ୍ୟପାଳଙ୍କୁ ଭେଟିବା ପରେ ଇସ୍ତଫା ପତ୍ର ଦେଲେ ରୁପାଣି ।  ସେ ପ୍ରାୟ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ଥିଲେ ।  ଆସନ୍ତା ୨୦୨୨ରେ ଗୁଜୁରାଟ ନିର୍ବାଚନ ଥିବାବେଳେ ଇସ୍ତଫା ଦେଲେ ରୁପାଣି ।  ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ଜଣାଯାଇଛି ।  ଶ୍ରୀ ରୁପାଣି ପ୍ରତିକ୍ରିୟାରେ କହିଛନ୍ତିକି, ” ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ମୁଁ ନିର୍ବାହ କରିବି ବୋଲି କହିଛନ୍ତି ।

Leave A Reply

Your email address will not be published.