H3N2 ଇନଫ୍ଲୁଞ୍ଜା ସଂକ୍ରମଣ ନେଇ ସତର୍କ କଲା କେନ୍ଦ୍ର, ସବୁ ମୁଖ୍ୟ ସଚିବ ଓ ରାଜ୍ୟର ମୁଖ୍ୟଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ H3N2 ଇନଫ୍ଲୁଞ୍ଜା ସଂକ୍ରମଣ ବୃଦ୍ଧି ନେଇ ସତର୍କ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଓ ରାଜ୍ୟର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି | ଏହି ସଂକ୍ରମଣ ଯୋଗୁ ଇନଫ୍ଲୁଞ୍ଜା ଓ ଗଭୀର ଶ୍ୱାସ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି |

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ H3N2 ଇନଫ୍ଲୁଞ୍ଜା ସଂକ୍ରମଣ ବୃଦ୍ଧି ନେଇ ସତର୍କ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଓ ରାଜ୍ୟର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି | ଏହି ସଂକ୍ରମଣ ଯୋଗୁ ଇନଫ୍ଲୁଞ୍ଜା ଓ ଗଭୀର ଶ୍ୱାସ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି |

ଦେଶର କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ H3N2 ଇନଫ୍ଲୁଞ୍ଜା ସଂକ୍ରମଣ ମାମଲା ଦେଖାଯାଇଛି ବୋଲି ଶ୍ରୀ ଭୂଷଣ କହିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.