ଦିଲ୍ଲୀରେ ଆଲର୍ଟ ! ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ, ମାର୍କେଟକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଲର୍ଟ। ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ ଦିଲ୍ଲୀ। କିଛି ମାର୍କେଟକୁ ବୋମାରେ ଉଡାଇବାକୁ ଧମକ। ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ। ତେହେରିକ ଇ ତାଲିବନ ଆତଙ୍କୀ ସଂଗଠନରୁ ମିଳିଛି ଧମକ।

ୟୁପି ପୋଲିସ ଏହି ଇ-ମେଲ୍‌କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି। ଡିପି ମାର୍କେଟ କମ୍ପ୍ଲେକ୍ସରେ କଡା ସୁରକ୍ଷା ବ୍ୟବସ୍ଥା। ଗୁଇନ୍ଦା ରିପୋର୍ଟ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.