ଦେଶ ବିଦେଶ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ହୋଲିରେ ୧୦,୦୦୦ ଟଙ୍କାର ଭେଟି ଦେଉଛନ୍ତି କେନ୍ଦ୍ର ସରକାର

ହୋଲି ଭେଟି ଦେଉଛନ୍ତି ସରକାର। ରଙ୍ଗର ପର୍ବ ହୋଲିରେ କର୍ମଚାରୀଙ୍କୁ ମାଲାମାଲ କରିବାକୁ ସରକାର ଯୋଜନା କରୁଛନ୍ତି। ସପ୍ତମ ବେତନ ଆୟୋଗ ଅନୁସାରେ, କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ହୋଲିରେ ୧୦ ହଜାର ଟଙ୍କାର ଫେଷ୍ଟିଭାଲ ଲୋନ୍‌ ଦେଇପାରନ୍ତି। ଏନେଇ ଫେବ୍ରୁଆରୀ ମାସ ଶେଷ ଆଡ଼କୁ ଘୋଷଣା ହୋଇପାରେ। ସରକାର ପୂର୍ବରୁ ବି କର୍ମଚାରୀଙ୍କୁ ଏଭଳି ଉତ୍ସବ ଭେଟି ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ସ୍କିମ୍‌ରେ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ଟଙ୍କାର ହୋଲି ଆଡଭାନ୍ସ ରୂପେ ମିଳିବ। ସବୁଠୁ ବଡ଼ କଥା ହେଉଛି, ଏହି ଟଙ୍କାରେ କର୍ମଚାରୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବନି। ଏହି ଟଙ୍କା ପ୍ରି ଲୋଡେଡ୍‌ ଆଡଭାନ୍ସ ରୂପେ ସବୁ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। କିନ୍ତୁ କର୍ମଚାରୀଙ୍କୁ ଏହି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।

ସମସ୍ତ କର୍ମଚାରୀ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାଇପାରିବେ। ତେବେ କର୍ମଚାରୀଙ୍କୁ ପୂରା ଟଙ୍କା ଏକାଥରେ ନୁହେଁ, ବରଂ କିସ୍ତିରେ ଫେରାଇବାକୁ ପଡ଼ିବ। କର୍ମଚାରୀଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ କିସ୍ତି ଦେବାକୁ ହେବ। ଏହି ସ୍କିମ୍‌ରେ ସରକାର ପାଖାପାଖି ୫୦୦୦ କୋଟି ଟଙ୍କା ଆବଣ୍ଟନ କରିବେ।

WCW 11

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 min ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

44 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

58 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago