ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ମାମଲାରେ ସୁଧାର ଆସିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

ମେଷ: ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ମାମଲାରେ ସୁଧାର ଆସିବ। ଯାତ୍ରା କରିପାରନ୍ତି।

ବୃଷ: ବାପା କିମ୍ବା ଧର୍ମଗୁରୁଙ୍କ ସହଯୋଗ ମିଳିବ। ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ପ୍ରଗତି ହେବ। ଜୀବିକା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ।

କର୍କଟ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯାତ୍ରା ସ୍ଥିତି ସୁଖଦ ହେବ। ବ୍ୟବସାୟିକ ପ୍ରତିଷ୍ଠା ଫଳୀଭୂତ ହେବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ।

ସିଂହ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। କାର୍ଯ୍ୟକ୍ଷେତ୍ରରେ ବାଧା ଆସିପାରେ। ନିଜ ଲୋକଙ୍କଠାରୁ ଷଡ଼ଯନ୍ତ୍ରର ଆଶଙ୍କା ରହିଛି।

କନ୍ୟା: ଆର୍ଥିକ ମାମଲାରେ ସୁଧାର ହେବ। ସନ୍ତାନର ଦାୟିତ୍ୱ ପୂରଣ ହେବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ତୁଳା: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ମାମଲାରେ ପ୍ରଗତି ହେବ। ସରକାରୀ ସ୍ତରରୁ ସହଯୋଗ ରହିବ।

ବିଛା: ଆପଣଙ୍କ ପୁରୁଷାର୍ଥ ସାର୍ଥକ ହେବ। ସନ୍ତାନ କିମ୍ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ। ବ୍ୟବସାୟିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ।

ଧନୁ: ଅଯଥାରେ ଚିନ୍ତିତ ରହିବେ। ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ସମ୍ପର୍କରେ ବିବାଦ ଉତ୍ପନ୍ନ ହେବାକୁ ଦିଅନ୍ତୁ ନାହିଁ।

ମକର: ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଧନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ।

କୁମ୍ଭ: ବିରୋଧୀ ସକ୍ରିୟ ରହିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ସନ୍ତାନର ଦାୟିତ୍ୱ ପୂରଣ ହେବ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.