କରାଚିକୁ ଭାରତୀୟ ନୌସେନା ଘେରି ଯାଇଛି, ଆଇଏନଏସ୍ ବିକ୍ରାନ୍ତ ଦ୍ବାରା କରାଚି ବନ୍ଦର ଉପରେ ଆକ୍ରମଣ

୧-ପଠାନକୋଟ, ଶ୍ରୀନଗର ଓ ଜୟସାଲମେର ଉପରେ ଆକ୍ରମଣକୁ ପାକିସ୍ତାନ ଅସ୍ବୀକାର କଲା ।

୨-ଅସିମ ମୁନୀରଙ୍କୁ ପାକିସ୍ତାନ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ଉଦ୍ୟମ ଆରମ୍ଭ ।

୩-ମୁନୀର ନିଜ ଇଚ୍ଛାରେ ସେନାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି ।

୪-ପାକିସ୍ତାନର ସବୁ ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା ।

୫-ସେନା ଶିବିରକୁ ପାକିସ୍ତାନ ଟାର୍ଗେଟ୍ କରୁଥିବା ଭାରତ ପକ୍ଷରୁ ଅଭିଯୋଗ । ଅଭିଯୋଗକୁ ଖଣ୍ଡନ କଲା ପାକିସ୍ତାନ ।

୬- ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ । କରାଚିକୁ ଭାରତୀୟ ନୌସେନା ଘେରି ଯାଇଛି । ଆଇଏନଏସ୍ ବିକ୍ରାନ୍ତ ଦ୍ବାରା କରାଚି ବନ୍ଦର ଉପରେ ଆକ୍ରମଣ ।