ସେନାଠୁ ଆରମ୍ଭ କରି ଏୟାରଫୋର୍ସ । ସବୁ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇଛନ୍ତି ଭାରତୀୟ ମହିଳା । ଏବେ ଏହି ସାହସୀ ମହିଳାଙ୍କ ମଧ୍ୟରେ ସାମିଲ୍ ହୋଇଛି ଆଉ ଏକ ନାମ କ୍ୟାପଟେନ୍ କଳ୍ପନା କୁଣ୍ଡୁ । ନିଜର ସାହସିକତା ଏବଂ କର୍ତ୍ତ୍ୟବନିଷ୍ଠାରେ ଭାରତୀୟ ସେନାକୁ ଗୌରବାନ୍ବିତ କରିଛନ୍ତି କଳ୍ପନା । ଭାରତୀୟ ସେନାରେ ମେଡିକାଲ୍ ଅଫିସର୍ ଭାବରେ କାର୍ଯ୍ୟରତ କଳ୍ପନା ଅରୁଣାଚଳ ପ୍ରଦେଶର ଦୁର୍ଗମ ଇଲାକାରେ ହୋଇଥିବା ଅଭିଯାନରେ ସାମିଲ୍ ହୋଇଥିଲେ । ଆଉ ଏହି ସମୟରେ ବିଷମ ପରିସ୍ଥିତି ଏବଂ ପାଣିପାଗର ଚ୍ୟାଲେଞ୍ଜକୁ ସାମ୍ନା କରୁଥିବା ଯବାନଙ୍କର କରିଥିଲେ ମେଡିକାଲ୍ ଚେକଅପ୍ ।
ସୂଚନାଯୋଗ୍ୟ ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସେବା ପ୍ରଦାନ କରିଥାଏ ଭାରତୀୟ ସେନାର ମେଡିକାଲ୍ କ୍ୟାମ୍ପର୍ସ । କଳ୍ପନା କୁଣ୍ଡୁ ଏହି ଟିମର ସଦସ୍ୟ । ଏବଂ ସେ ଭାରତ – ଚୀନ ବର୍ଡରରେ ନିୟୋଜିତ ଭାରତୀୟ ସେନାଙ୍କୁ ଦେଇଥିଲେ ମେଡିକାଲ୍ ସେବା । କଳ୍ପନାଙ୍କ ଏହି ସାହସକୁ ସଲାମ୍ କରି ଏକ ଟୁଇଟ୍ କରିଛି ଭାରତୀୟ ସେନା । ଯାହା ପରେ କଳ୍ପନାଙ୍କୁ ପ୍ରଶଂସା କରିଛନ୍ତି ପୁରା ଦେଶବାସୀ ।
#WomenInUniform
Capt Kalpana Kundu, Medical Officer of #IndianArmy undertook an arduous high altitude Patrol in the mighty Himalayas in Arunachal Pradesh on 20 June to provide medical cover to her brethren deployed along #LAC #WomenEmpowerment@adgpi @SpokespersonMoD pic.twitter.com/lqLEOUNseD— EasternCommand_IA (@easterncomd) June 22, 2019
Wow.. #WomenInUniform #women must b feeling so proud ofthemselves.. getting to serve the country.. salute to not only ur bravery but to ur fmly aswell who must pillars of support for u ppl.. India is in safe hands.. tu hi kali tu hi kalyani.. jai bhavani..
— Alpa Parmar (@AlpaParmar7) June 22, 2019
Salute. We are proud of you. 👍👏🙏
— kulanthaisamy ramasa (@KulanthaisamyR) June 23, 2019
Whole country, except one Family,feels proud seeing these brave son& daughters of BHARAT MATA. JAY HIND.
— S D Ruwali (@s_ruwali) June 23, 2019