କରାଚି ବନ୍ଦର ଉପରେ ଭାରତୀୟ ନୌସେନାର ପ୍ରଚଣ୍ଡ ଆକ୍ରମଣ

ପାକିସ୍ତାନ ଉପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ କରାଚିକୁ ଘେରିଲେ ଭାରତୀୟ ନୌସେନା । ଆଇଏନଏସ୍ ବିକ୍ରାନ୍ତ ଦ୍ବାରା କରାଚି ବନ୍ଦର ଉପରେ ପ୍ରଚଣ୍ଡ ଆକ୍ରମଣ । ଆକ୍ରମଣରେ ଥରୁଛି କରାଚି ବନ୍ଦର । ସୂଚନା ଅନୁସାରେ ୮ରୁ ୧୨ଟି ବିସ୍ଫୋରଣ ହୋଇଛି ।