କେନ୍ୟୁଜ୍(ବ୍ୟୁରୋ): ଚୀନ ଓ ପାକିସ୍ତାନ ନୌସମରାଭ୍ୟାସ କରୁଥିବା ବେଳେ ଭାରତର ବଡ଼ ପଦକ୍ଷେପ । ଆରବ ସାଗରରେ ମୁତୟନ ହେଲା ଆଇଏନଏସ୍ ବିକ୍ରମାଦିତ୍ୟ । ଚୀନ ଓ ପାକିସ୍ତାନ ମଧ୍ୟରେ ହେଉଥିବା ୯ ଦିନିଆ ବିଶାଳ ନୌସମରାଭ୍ୟାସ ସମୟରେ ଭାରତ ନିଜର ଉପସ୍ଥିତିକୁ ଜାହିର କରିଛି । ଚୀନ ଓ ପାକିସ୍ତାର ଗତିବିଧି ଉପରେ ଭାରତର କଡା ନଜର ରହିଛି । କୌଣସି ବି ପରିସ୍ଥିତିରେ ଯେମିତି କେହି ଦେଶର ଜଳସୀମା ଭିତରକୁ ପଶି ନଆସନ୍ତୁ ସେ ନେଇ ଭାରତ ନିଜ ଆଡୁ ସତର୍କ ରହିଛି ।
ପ୍ରଥମ ଥର ଆଇଏନଏସ୍ ବିକ୍ରମାଦିତ୍ୟରେ ଅବତରଣ କଲା ବାୟୁସେନାର ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍ । ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ଯୁଦ୍ଧ ବିମାନ ତେଜସ୍ । ସଫଳତାର ସହ ଆଜି INX ବିକ୍ରମାଦିତ୍ୟରେ ଓହ୍ଲାଇଛି । ଏହି ସଫଳତା ହାସଲ କରିବାରେ ଆମେରିକା, ଫ୍ରାନ୍ସ, ଋଷିଆ, ଚୀନ୍ ସହ ସମକକ୍ଷ ହୋଇ ପାରିଛି ଭାରତ ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…