ମୁମ୍ବାଇର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 

yoga dayମୁମ୍ବାଇ: ଗୃହ କଲ୍ଯାଣ କେନ୍ଦ୍ର ପକ୍ଷରୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗର ଉପକାରିତା ବିଷୟରେ ସେମାନେ ବିଭିନ୍ନ ଜାଗାରେ ଲୋକମାନଙ୍କୁ ସଚେତନ କରାଇଥିଲେ। ପ୍ରିତିଦିନ ଯୋଗ କଲେ ଡାକ୍ତରଙ୍କର ଆବଶ୍ଯକତା ନାହିଁ ବୋଲି ବୁଝାଇଥିଲେ। ତେବେ ଏଥର ମୋବାଇଲ ଭ୍ଯାନ ଜରିଆରେ ସେମାନେ ଟାଟା କ୍ଯାନସର ହସ୍ପିଟାଲ ସହ ବିଭିନ୍ନ ରେଳ ଷ୍ଟେସନ ଓ ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଲାଫିଙ୍ଗ ଯୋଗର ଉପକାରିତା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ।

Leave A Reply

Your email address will not be published.