ଚନ୍ଦ୍ରାୟନ-୨ ର ଅର୍ବିଟର ଦ୍ୱାରା ପଠାଯାଇଥିବା ଚନ୍ଦ୍ରର ଫଟୋକୁ ଜାରି କଲା ଇସ୍ରୋ

ଇସ୍ରୋ ଚନ୍ଦ୍ରାୟନ-୨ର ହାଇ ରିଜୋଲ୍ୟୁସନ କ୍ୟାମେରାରେ ଉଠାଯାଇଥିବା ଗ୍ରହକକ୍ଷର ଫଟୋ ଜାରି କରାଯାଇଛି। ଏହି ହାଇ ରିଜୋଲ୍ୟୁସନ କ୍ୟାମେରାରେ ଚନ୍ଦ୍ରମାର ଉପରି ଭାଗର ଫଟୋ ଜାରି କରାଯାଇଛି। ଏହି ଦୃଶ୍ୟ ମାଧ୍ୟମରେ ଚନ୍ଦ୍ରମାର ଉପରିଭାଗରେ ବଡ ଏବଂ ଛୋଟ ଛୋଟ ଗାତ ଥିବାର ନଜର ଆସୁଛି। ହାଇ ରିଜୋଲ୍ୟୁସନ କ୍ୟାମେରା ଚନ୍ଦ୍ରମାର ପୃଷ୍ଟରେ ଚନ୍ଦ୍ରାୟନ-୨ ର ହାଇ ରିଜୋଲ୍ୟୁସନ ଦୃଶ୍ୟ ଅର୍ପଣ କରିଛି। ଏହା ସବୁ ରଙ୍ଗ ଗ୍ରହଣ କରିପାରୁଥିବା ଚିହ୍ନ ଉପରେ ସଂଚାଳିତ ହୋଇଥାଏ।

ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ଭାରତୀୟ ଅନ୍ତରିକ୍ଷ ଏଜେନ୍ସି ଇସ୍ରୋର ଅନ୍ୟ ମୁନ୍‌ ମିଶନ ଚନ୍ଦ୍ରାୟନ-୨ ବିକ୍ରମ ଲ୍ୟାଡରର ଖରାପ ଲ୍ୟାଣ୍ଡିଙ୍ଗ୍‌ ର ଯାଞ୍ଚ ଏକ ରାଷ୍ଟ୍ରିୟ ସମିତି କରୁଛନ୍ତି। ଗତ କିଛି ଦିନ ପୂର୍ବରୁ ଇସ୍ରୋର ଚିଫ୍‌ ଡା. କେ. ସିବନ୍‌ ଚନ୍ଦ୍ରାୟନ-୨ ମିଶନ୍‌ର ୯୮ ପ୍ରତିଶତ ସଫଳତାର ଘୋଷଣା କରିନଥିଲେ। ଏନଆରସି ସମିତି ଯାଞ୍ଚ ଆରମ୍ଭ କରିବା ପରେ ଘୋଷଣା କରିଥିଲେ। ଏନଆରସି ସମିତି ମତଅନୁଯାୟୀ ଆରମ୍ଭ ସମୟରେ ତଥ୍ୟ ଅନୁସାରେ ଆମର ମିଶନ୍‌ରେ କେବଳ ୨ ପ୍ରତିଶତ କମ ଥିଲା। ୯୮ ପ୍ରତିଶତ ମିଶନ୍‌ ସଫଳ ହୋଇଥିଲା। ଏହି ଆଧାରରେ ଇସ୍ରୋର ଚିଫ୍‌ ଡା. କେ. ଶିବନ୍‌ ଳେଶକମାନଙ୍କୁ ଏହି କଥା କହିଥିଲେ।

KNews Bureau

Recent Posts

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

33 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

44 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

1 hour ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

2 hours ago