ଇସ୍ରୋର ହ୍ୟାଟ୍ରିକ୍‌, RLV ‘ପୁଷ୍ପକ୍‌’ର ତୃତୀୟ ସଫଳ ଲ୍ୟାଣ୍ଡିଂ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ୍ ଯାନ (ଆରଏଲଭି-LEX-03) ‘ପୁଷ୍ପକ’କୁ ଲଗାତାର ତୃତୀୟ ଥର ପାଇଁ ସଫଳ ଅବତରଣ କରାଇଛି । ଏହି ଆର୍‌ଏଲ୍‌ଭିକୁ ସଫଳ ଲ୍ୟାଣ୍ଡ କରାଇବାରେ ଇସ୍ରୋ ବଡ଼ ସଫଳତା ହାସଲ କରିଛି ।

ଏହି ସଫଳତା ପରେ ISRO ପାଇଁ ‘ପୁଷ୍ପକ’ର ଅର୍ବିଟାଲ ରି-ଏଣ୍ଟ୍ରି ପରୀକ୍ଷାର ରାସ୍ତା ସଫା ହୋଇଯାଇଛି । ISRO ରବିବାର ଏକ ବୟାନରେ କହିଛି ଯେ ‘ପୁଷ୍ପକ’ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ଉନ୍ନତ ସ୍ୱୟଂଶାସିତ କ୍ଷମତା ପ୍ରଦର୍ଶନ କରି ସଠିକ୍ ହୋରିଜେଣ୍ଟାଲ୍‌ ଲ୍ୟାଣ୍ଡ କରିଛି ।

Leave A Reply

Your email address will not be published.