ଦେଶ ବିଦେଶ

ଜାପାନର ରାଷ୍ଟ୍ରଦୂତ ପତ୍ନୀଙ୍କ ସହ ଭାରତୀୟ ଖାଦ୍ୟର ନେଲେ ମଜା, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତ ସବୁବେଳେ ଖାଦ୍ୟପେୟ ମାମଲାରେ ଶୀର୍ଷରେ। ବିଭିନ୍ନ ପ୍ରକାର ବ୍ୟଞ୍ଜନର ଲାଭ ଉଠାଉଥିବା ଲୋକଙ୍କ ପାଇଁ ଭାରତ ଏକ ଆକର୍ଷକ ସ୍ଥାନ। ଏହାରି ଭିତରେ ଭାରତରେ ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି ନିଜ ପତ୍ନୀଙ୍କ ସହ ଖାଦ୍ୟପେୟର ମଜା ଉଠାଉଥିବା ଦେଖିବାକୁ ମିଳିଛି।

ସେ ପୁଣେରେ ନିଜ ପତ୍ନୀଙ୍କ ସହ ଭାରତୀୟ ଖାଦ୍ୟପେୟର ମଜା ନେଉଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବି ଧ୍ୟାନ ଆକର୍ଷଣ କରିଛି। ଭାରତର ଖାଦ୍ୟପେୟ ବିବିଧତାକୁ ଏକ ଅଭିନବ ଉପାୟରେ ଉପସ୍ଥାପନ କରିବାରେ ରାଷ୍ଟ୍ରଦୂତଙ୍କର ଏଭଳି ପଦକ୍ଷେପକୁ ମୋଦି ପ୍ରଶଂସା କରିଛନ୍ତି।

ସୁଜୁକି ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପୁଣେରେ ଖାଦ୍ୟପେୟର ଲାଭ ଉଠାଉଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ତାଙ୍କ ପତ୍ନୀ ଅଛନ୍ତି, ଯିଏ ମସଲାଯୁକ୍ତ ଏବଂ ସୁଜୁକି କମ୍ ମସଲାଯୁକ୍ତ ଖାଦ୍ୟ ଖାଉଥିବା ଦେଖାଯାଇଛି।

Roshni

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

4 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

37 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

39 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

45 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

54 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

54 mins ago