ଆଲୋକିତ ହେଲା ଭାରତ-ପାକିସ୍ତାନ ସୀମାନ୍ତ, ଦୀପାବଳି ଉତ୍ସବ ପାଳନ କଲେ ଯବାନ

ଓ୍ଵାଘା(କେନ୍ଯୁଜ୍) : ହାତରେ ବନ୍ଧୁକ ବଦଳରେ ଦୀପ । କ୍ୟାଣ୍ଡେଲ ଆଲୋକରେ ଆଲୋକିତ ହେଲା ସୀମାନ୍ତ । ଭାରତ-ପାକିସ୍ତାନ ସୀମାରେ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି ଯବାନ।

jawan1 ଓ୍ଵାଘା ସୀମାନ୍ତରେ କ୍ୟାଣ୍ଡେଲ ଜାଳିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ସୀମା ସୁରକ୍ଷା ବାହିନୀ । ଏଥିସହ ବାଣ ଫୁଟା ନାଚଗୀତରେ ମସଗୁଲ ହୋଇଥିଲେ ।