ପ୍ରକାଶ ପାଇଲା JEE (ମେନ୍) ସେସନ୍-୪ ରେଜଲ୍ଟ , ପ୍ରଥମ ର୍ୟାଙ୍କରେ ରହିଛନ୍ତି ୧୮ ଜଣ
![jee](https://knewsodisha.com/wp-content/uploads/2021/09/jee.jpg)
ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE (ମେନ୍) ସେସନ୍-୪ ରେଜଲ୍ଟ । ପ୍ରଥମ ର୍ୟାଙ୍କରେ ୧୮ ଜଣ ଅଛନ୍ତି। ୧୦୦ ପ୍ରତିଶତ ମାର୍କ ରଖିଛନ୍ତି ୪୪ ଜଣ ଛାତ୍ରଛାତ୍ରୀ । jeemain.nta.nic.inରେ ରେଜଲ୍ଟ ଉପଲବ୍ଧ।
NTA ଦ୍ୱାରା ପରିଚାଳିତ ହୋଇଥିଲା ପରୀକ୍ଷା। ପରୀକ୍ଷା ଦେଇଥିଲେ ୭ଲକ୍ଷ ଛାତ୍ରଛାତ୍ରୀ। ୪ଟି ପର୍ଯ୍ୟାୟରେ ହୋଇଥିଲା ପରୀକ୍ଷା।