ପାକିସ୍ତାନର ସହାୟତା କମୁଥିବାରୁ କାଶ୍ମୀରରେ ଆତଙ୍କବାଦ କମୁଛି : ନ୍ୟୁୟର୍କ ଟାଇମ୍ସ

କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି । ଆତଙ୍କବାଦୀ ସଂଗଠନଙ୍କ ସଂଖ୍ୟା ମଧ୍ୟ କମିଛି । କାଶ୍ମୀର ଘାଟିରେ ଆଉ ମାତ୍ର ୨୫୦ ଜଣ ଆତଙ୍କବାଦୀ ବାକି ଅଛନ୍ତି । ୨୦ ବର୍ଷ ପୂର୍ବରୁ ଏହି ସଂଖ୍ୟା ଥିଲା ୧ ହଜାରରୁ ଅଧିକ । ତେବେ ପାକିସ୍ତାନ ଏମାନଙ୍କୁ ଆଉ ସହାୟତା ଦେଉନଥିବାରୁ ଆତଙ୍କବାଦ କମିଛି ବୋଲି ଆମେରିକାର ପ୍ରମୁଖ ଦୈନିକ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି । ପାକିସ୍ତାନରେ ରାଜନୈତିକ ପରିବର୍ତ୍ତନ ପରେ ଏହାର ପ୍ରଭାବ କାଶ୍ମୀର ଉପରେ ମଧ୍ୟ ପଡ଼ିବ ।

ଦୁଇ ଦେଶ ମଧ୍ୟରେ ଯୁଦ୍ଧ କମିବ କିନ୍ତୁ ହଣାକଟା ବଢ଼ିବ ବୋଲି ରିପୋର୍ଟରେ କୁହାଯାଇଛି । ଏବେ କାଶ୍ମୀର ଘାଟିରେ ପ୍ରାୟ ଅଢ଼େଇ ଲକ୍ଷ ଭାରତୀୟ ସୈନିକ, ସୀମା ସୁରକ୍ଷା ବାହିନୀ ଓ ପୋଲିସ୍‌ ମୁତୟନ ଅଛନ୍ତି । ତେଣୁ ପାକିସ୍ତାନରୁ ଆଉ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିବା ସେତେଟା ସହଜ ହେଉନାହିଁ । ୧୯୪୭ରୁ ଭାରତ-ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ବିବାଦ ଚାଲି ଆସୁଛି । ଏସିଆ ମହାଦେଶର ସବୁଠାରୁ ଆତଙ୍କର ସ୍ଥାନ ହୋଇଛି କାଶ୍ମୀର । ସେଠାରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଅନେକ ବର୍ଷ ପୂର୍ବରୁ ହଜାର ହଜାର ଆତଙ୍କବାଦୀ ପଠାଉଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

12 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

15 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

19 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

31 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

48 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago