ଖଲିସ୍ଥାନୀ ଆତଙ୍କବାଦୀର ଯୋଜନା, କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଉର୍ଦ୍ଦୁଇସ୍ତାନ

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ। କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଦୁଇସ୍ତାନ। ଏଥିପାଇଁ କାଶ୍ମୀର ବାସିନ୍ଦାଙ୍କୁ ମତାଉଛି।

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ। କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଦୁଇସ୍ତାନ। ଏଥିପାଇଁ କାଶ୍ମୀର ବାସିନ୍ଦାଙ୍କୁ ମତାଉଛି।

ଶିଖ ଫର ଜଷ୍ଟିସ ସଂଗଠନ ମାଧ୍ୟମରେ ଧର୍ମ ଆଧାରରେ ଭାରତକୁ ଭାଗ ଭାଗ କରିବାକୁ ଗୁରୁପନ୍ତୱନ୍ତ ଉଦ୍ୟମ କରୁଛି। ଏହାସହିତ ପଞ୍ଜାବରେ ମଧ୍ୟ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପାଇଁ ଯୁବପୀଢିଙ୍କୁ ପ୍ରରୋଚିତ କରୁଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ପକ୍ଷରୁ କୁହାଯାଇଛି। ପନ୍ନୁନ ବିରୋଧରେ ବିଭିନ୍ନ ସଙ୍ଗୀନ ମାମଲାରେ ପ୍ରାୟ ୧୬ଟି ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.