ମୁମ୍ବାଇ ଇଓଡବ୍ଲ୍ୟୁ -ବିଶ୍ୱ- ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକ ଓ ତାଙ୍କ ପୁଅଙ୍କୁ ଉଠାଇ ନେଲା ମୁମ୍ବାଇ କ୍ରାଇମବ୍ରାଞ୍ଚ

ଉଠାଇ ନେଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ମୁମ୍ବାଇର ଏକ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ନେଇ ପରିଶୋଧ କରି ନଥିବାରୁ ମୁମ୍ବାଇ ଇଓଡବ୍ଲ୍ୟୁ -ବିଶ୍ୱ- ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକ ଓ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ଉଠାଇ ନେଇଛି । ଅଇଁଠାପାଲି ଥାନା ଅଞ୍ଚଳରେ ଥିବା ବିଶ୍ୱ ଅଫିସରୁ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି ।

son କ୍ଷୀରୋଦ ବିଶ୍ୱ ଏନଜିଓ ନାମରେ ଆଉ ଏକ ସଂସ୍ଥା କରିଥିଲେ କ୍ରେଡିବିଲ୍‌ ମାଇକ୍ରୋ ଫାଇନାନ୍ସ । ଆଉ ଏହି ନାଁରେ ମୁମ୍ବାଇର ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ବିଭିନ୍ନ ଏସଏଚଜିକୁ ଦେଇଥିଲେ । ଏସଏଚଜି ଗୁଡ଼ିକ ଟଙ୍କା ପରିଶୋଧ କରିଥିଲେ ମଧ୍ୟ କ୍ଷୀରୋଦ ଓ ତାଙ୍କ ପୁଅ ବାରମ୍ବାର ନୋଟିସ ସତ୍ତ୍ୱେ ବ୍ୟାଙ୍କ ଋଣ ପରିଶୋଧ କରିନଥିଲେ ।

Leave A Reply

Your email address will not be published.