କାହିଁକି ତୁରନ୍ତ ସେନାରୁ ଅବସର ନେବାକୁ ଚାହୁଁଛନ୍ତି ପାକିସ୍ତାନୀ କର୍ଣ୍ଣେଲ ?
ପାକିସ୍ତାନର ଜଣେ କର୍ଣ୍ଣେଲ ଏବେ ଏଭଳି ଟ୍ଵିଟ କରିଛନ୍ତି ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ସେ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଚାକିରିରୁ ତୁରନ୍ତ ଅବସର ନେବାକୁ ଚାହୁଁଛି। କାରଣ ସୀମାରେ ଭାରତୀୟ ଯବାନ ମାନେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଚାଲିଛନ୍ତି। ଗତ ଦୁଇ ଦିନ ଭିତରେ ପ୍ରାୟ ୫୦ ଜଣ ପାକିସ୍ତାନୀ ମରି ସାରିଲେଣି ତେଣୁ ଆଉ ରକ୍ଷା ନାହିଁ। ସେଥିପାଇଁ ମୁଁ ଚାକିରି ଛାଡିବା ପାଇଁ ଚାହୁଁଛି। ତେବେ ଏହି ଟ୍ଵିଟ୍କୁ ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି ।
‘Im Pakistani Kurnal Shaheed. I decide to retyre urly as Eindian Army kill us. In last 2 day about 50 pakistan army killed. I request Eindian Army not kill us, I beg. I have 5000 trop who retyre early and leave Pakistan army.’
See and learn. 🙄😜😂😷
— ΓIGHTSTEΓ (@TheRightster) August 16, 2019