Kolkata Elections

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମ୍‌ସି ପାଇଁ ରୋଡ୍‌ ଶୋ’ କରୁଥିଲେ ଜୟା ବଚ୍ଚନ, ସେଲ୍ଫି ନେବାକୁ ଆସିଥିବା ଯୁବକଙ୍କୁ ଦେଲେ ଶକ୍ତ ଧକ୍କା, ଭିଡିଓ ଭାଇରାଲ

ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ। ଏହାରି ଭିତରେ ଟିଏମ୍‌ସିକୁ ସମର୍ଥନ ଦେବାକୁ ପହଞ୍ଚିଥିଲେ ସପା ସାଂସଦ ଜୟା ବଚ୍ଚନ। ବୁଧବାର ଜୟା ହାଓ୍ଵଡା ଏବଂ ଶିବପୁରରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏହି ରୋଡ୍‌ ଶୋ’ ସମୟରେ ସେ ଏମିତି କିଛି କାମ କରିଥିଲେ, ଯାହାକି ତାଙ୍କ ପାଇଁ ଏବଂ ଟିଏମ୍‌ସି ପାଇଁ ଆଗକୁ ବହୁତ କ୍ଷତିକାରକ ହୋଇପାରେ।

ଭିଡିଓରେ ଜଣାପଡ଼ିଛି, ଜୟା ବଚ୍ଚନ ଏକ ସୁସଜ୍ଜିତ ଗାଡ଼ିରେ ଛିଡ଼ା ହୋଇ ରୋଡ୍‌ ଶୋ’ କରୁଥିଲେ ଏବଂ ହାତ ହଲାଇ ଲୋକଙ୍କ ଅଭିବାଦନ ସ୍ୱୀକାର କରୁଥିଲେ। ଏତିକି ବେଳେ ହଠାତ୍‌ ଜଣେ ସମର୍ଥକ ଗାଡ଼ି ଉପରକୁ ଉଠି ଆସି ତାଙ୍କ ସହିତ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଜୟା କ୍ରୋଧିତ ହୋଇପଡ଼ିଥିଲେ ଏବଂ ସମର୍ଥକଙ୍କୁ ଶକ୍ତ ଧକ୍କା ଦେଇ ଗାଡ଼ିରୁ ଓହ୍ଲାଇ ଦେଇଥିଲେ।

ଏବେ ଜୟାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କିଛି ଲୋକଙ୍କ କହିବା ହେଲା, କରୋନା ଯୋଗୁ ବୋଧ ହୁଏ ସେ ସମର୍ଥକମାନଙ୍କୁ ନିଜଠୁ ଦୂରେଇ ରଖିବାକୁ ଚାହୁଁଛନ୍ତି। କିନ୍ତୁ କିଛିଜଣ ଜୟାଙ୍କର ଏଭଳି ବ୍ୟବହାରକୁ ନୈରାଶ୍ୟଜନକ ବୋଲି କହିଛନ୍ତି। କହି ରଖୁଛୁ, ନିକଟରେ ଜୟା ଟିଏମ୍‌ସିକୁ ସମର୍ଥନ ଦେବା ଏବଂ ଦଳର ପ୍ରଚାର ପ୍ରସାର କରେଇବା ପାଇଁ ପଶ୍ଚିମବଙ୍ଗ ଆସିଥିଲେ।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

17 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

18 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

22 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

24 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

29 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago