ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ
କୁକି ସଂପ୍ରଦାୟର ପ୍ରତିବାଦ । ରାଜଧାନୀ ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ । ଯନ୍ତରମନ୍ତରରେ ନିରବ ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀଙ୍କ ଭିତରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି।

କୁକି ସଂପ୍ରଦାୟର ପ୍ରତିବାଦ । ରାଜଧାନୀ ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ । ଯନ୍ତରମନ୍ତରରେ ନିରବ ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀଙ୍କ ଭିତରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ୩ ମାସ ଧରି ଅଶାନ୍ତ ରହିଛି ମଣିପୁର।
ଗତ ମେ ୩ ତାରିଖରେ ସଂରକ୍ଷଣକୁ ବିରୋଧ କରି ଆଦିବାସୀ କୁକି ସଂପ୍ରଦାୟ ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ମଣିପୁର ଅଶାନ୍ତ ରହିଛି। ମଝିରେ ମଝିରେ ଉଭୟ ପକ୍ଷ ମଧ୍ୟରେ ଗୁଳିମାଡ଼ ଓ ଗୃହଦାହ ଚାଲିଛି। ଗତ ୧୯ ତାରିଖରେ ୨ ଜଣ କୁକି ଆଦିବାସୀ ମହିଳାଙ୍କୁ ସାଂଘାତିକ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ମଣିପୁର ପ୍ରସଙ୍ଗ ଆହୁରି ସଂବେଦନଶୀଳ ହୋଇ ପଡ଼ିଛି।