ମଧ୍ୟପ୍ରଦେଶରରେ ବଡ ଧରଣର ଦୁର୍ଘଟଣା : ମାଟି ଭିତରକୁ ଧସେଇ ପଶିଗଲା ବିମାନ, ପାଇଲଟ ସୁରକ୍ଷିତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଭୀଣ୍ଡ ଅଞ୍ଚଳରେ ଏକ ଭାରତୀୟ ବାୟୁସେନା (IAF) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି, କିନ୍ତୁ ଏହି ବଡ ଧରଣର ଦୁର୍ଘଟଣାରେ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି ।

crash_1

ଖବର ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ମାଟି ତଳକୁ ପଶି ଯାଇଛି । ଅନ୍ୟପଟେ ଏହି ଖବର ସମ୍ପର୍କରେ ସୂଚନା ପାଇ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଅନୁଯାୟୀ, ବିପି ଏସପି ମନୋଜ କୁମାର ସିଂ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବାବେଳେ କହିଛନ୍ତି ଯେ ଭାରତୀୟ ବାୟୁସେନାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ପାଇଲଟ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.