ଦିଲ୍ଲୀ ଚାନ୍ଦିନୀଚୌକ ମାର୍କେଟ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଚାନ୍ଦିନୀଚୌକ ମାର୍କେଟ ଭୟାବହ ଅଗ୍ନିକାଣ୍ଡ । ଭଗିରଥ ପ୍ୟାଲେସର ଇଲେଟ୍ରନିସ ଦୋକାନର ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଛି । ୧୫ ରୁ ୨୦ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ମାର୍କେଟରେ ବହୁ ଇଲେଟ୍ରନିସ ଦୋକାନ ରହିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକଙ୍କ ଭିଡ ଜମୁଛି । ଦିଲ୍ଲୀରେ କିଛି ଦିନ ହେଲା ଅଗ୍ନିକାଣ୍ଡର ଖବର ଆସୁଛି । ଫଳରେ ଫାୟାର ସେଫ୍ଟି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.