ଉତ୍ତରପ୍ରଦେଶରେ ଆଗକୁ ୧୧ଟି ଆସନରେ ହେବାକୁ ଥିବା ଉପନିର୍ବାଚନରେ ଏକା ଲଢିବ ବିଏସ୍‌ପି : ମାୟାବତୀ

କେନ୍ୟୁଜ୍ : ଭାଙ୍ଗିବ ଏସ୍‌ପି-ବିଏସ୍‌ପି ମେଣ୍ଟ । ଉତ୍ତରପ୍ରଦେଶରେ ଆଗକୁ ୧୧ଟି ଆସନରେ ହେବାକୁ ଥିବା ଉପନିର୍ବାଚନରେ ବିଏସ୍‌ପି ଏକାକୀ ଲଢିବ ବୋଲି କହିଛନ୍ତି ମାୟାବତୀ । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳର ବିଧାୟକ ଓ ନିବ ନିର୍ବାଚିତ ସାଂସଦଙ୍କୁ କହିଛନ୍ତି ମାୟାବତୀ । ସେପଟେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଅଖିଳେଶ କହିଛନ୍ତି ନିଜ ଦମ୍‌ରେ ନିର୍ବାଚନ ଲଢିବ ଦଳ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମାତ୍‌ ଦେବା ପାଇଁ ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ମେଣ୍ଟ ହୋଇଥିଲା । ମେଣ୍ଟ ଅନୁଯାୟୀ ରାଜ୍ୟର ୮୦ ଲୋକସଭା ଆସନରୁ ଏସ୍‌ପି-ବିଏସ୍‌ପିକୁ ସେତେଟା ଫାଇଦା ମିଳିନାହିଁ । ୮୦ ଆସନରୁ ବିଏସ୍‌ପି ୩୮ଟି ପ୍ରାର୍ଥୀ ଦେଇଥିଲା। ସେଥିମଧ୍ୟରୁ ୧୦ଜଣ ବିଜୟୀ ହୋଇଥିଲେ। ସେହିପରି ସମାଜବାଦୀ ପାର୍ଟି ୩୭ପ୍ରାର୍ଥୀ ଦେଇଥିବାବେଳେ ୫ଜଣ ବିଜୟ ହୋଇଥିଲେ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago