ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜ୍ୟପାଳ ଏନ ଏନ ଭୋରା

nn-vohraଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଏନ ଏନ ଭୋରା ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆସନ୍ତା ୨୮ ତାରିଖରୁ ଯାତ୍ରା ଆରମ୍ଭ ହେବ। ରାଜ୍ୟପାଳ ଏନ ଏନ୍ ଭୋରା ଏବଂ ଶ୍ରୀଅମରନାଥଜୀ ସାଇନ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ସେନା ଅଧିକାରୀ, ଜାମ୍ମୁ ଓ କାଶ୍ମୀର ପୋଲିସ, ସିଆରପିଏଫ, ବିଏସଏଫ, ଏନ୍‌ଡିଆରଏଫ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ଏଥର ଅମରନାଥ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.