ଫ୍ରାନ୍ସରେ ଆୟୋଜିତ ଜି୭ ସମିଟର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋ ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କର। ଦୁନିଆର ଶକ୍ତିଶାଳୀ ନେତା ଏବଂ ସେମାନଙ୍କ ସମ୍ମିଳନୀ ଶେଷ ହେବା ପରେ ଫଟୋଶୁଟ୍ ହେଉଥିଲା। ଏହି ଫଟୋ ସେହି ସମୟରେ ଉଠାଯାଇଛି।
ଭାଇରାଲ ହେଉଥିବା ଫଟୋରେ ଦେଖାଯାଉଛି ଯେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ସାକ୍ଷାତ୍ କରିବା ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଗାଲକୁ କିସ୍ କରିବାର ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋଶୁଟର ଟାଇମିଂ ଏମିତି ଥିଲା ଯେ ଏହି ସମୟରେ ତାଙ୍କ ପଛରେ ସ୍ୱାମୀ ଡୋନାଲ୍ଡ ଟ୍ରମ୍ପ ଆଖି ବୁଜି ଛିଡା ହୋଇଛନ୍ତି। ସୋସିଆଲ ମିଡିଆରେ ସେୟାର ହେବା ମାତ୍ରକେ ହିଁ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଥିଲା। ଏହି ଫଟୋକୁ ଦୁନିଆସାରା ଲୋକ ଖୁବ୍ ଏଞ୍ଜୟ କରୁଛନ୍ତି। କେବଳ ଏତିକି ନୁହେଁ ଏହି ଫଟୋକୁ ନେଇ ବହୁତ ମିମ୍ସ ମଧ୍ୟ ଭାଇରାଲ ହେଉଛି।
ଏହାସହ ପଢନ୍ତୁ : ସୁରକ୍ଷା ବ୍ୟବସ୍ଥାକୁ ପାର କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କଲେ କିସ୍, ଦେଖନ୍ତୁ ଭିଡିଓ
ସେହିପରି ମେଲାନିଆ ଟ୍ରମ୍ପ ଏବଂ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଲୋକମାନେ ଏତେ ଟ୍ଵିଟ କଲେ ଯେ ଟ୍ଵିଟରରେ ଟ୍ରେଣ୍ଡ ହେବାକୁ ଲାଗିଲା।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…