ମଧ୍ୟପ୍ରଦେଶର ଗ୍ବାଲିୟରରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଦୁଇ ପାଇଲଟ

ଗ୍ଵାଲିୟର୍‌: ଖସିପଡିଲା ମିଗ୍‌-୨୧। ଭାରତୀୟ ବାୟୁସେନାର ଟ୍ରେନ୍‌ର ଯୁଦ୍ଧ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଧ୍ୟପ୍ରଦେଶ ଗ୍ଵାଲିୟର୍‌ରେ ବିମାନ ଦୁର୍ଘଟଣା ହୋଇଛି । ବିମାନରେ ଥିବା ଦୁଇ ଜଣ ପାଇଲଟ୍‌ ସୁରକ୍ଷିତ ଅଛନ୍ତି । ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଓ ସ୍କ୍ଵାର୍ଡନ୍‌ ଲିଡର ମଧ୍ୟ ସୁରକ୍ଷିତ ଅଛନ୍ତି।

ଏହାସହ ପଢନ୍ତୁ:

ଜାଣନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଏ ଏହି ବାଳକ, ଯିଏ ମୋଦି ଏବଂ ଟ୍ରମ୍ପଙ୍କ ସହିତ ନେଇଥିଲେ ସେଲ୍ଫି