ଥରେ ରୋମାନ୍ସ କରିବା ପାଇଁ ପର୍ଣ୍ଣଷ୍ଟାରଙ୍କୁ ୮ କୋଟି ଅଫର କଲେ ବ୍ୟକ୍ତି, ତଥାପି ନା କହିଲେ ମଡେଲ

ସୋସିଆଲ ମିଡିଆ ଷ୍ଟାର ଏବଂ ପର୍ଣ୍ଣ ଷ୍ଟାର ଭାବେ କାମ କରୁଥିବା ଜଣେ ଯବତୀଙ୍କୁ ଏମିତି ଅଜବ ଅଫର ମିଳିଥିଲା, ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଯିବ। ଜଣେ ବ୍ୟକ୍ତି ଏହି ଯୁବତୀଙ୍କ ସହିତ ରୋମାନ୍ସ କରିବା ପାଇଁ ପାଖାପାଖି ୮ କୋଟି ଟଙ୍କା ଅଫର ଦେଇଥିଲେ। କିନ୍ତୁ ଯୁବତୀ ଜଣକ ଏହି ଅଫରକୁ ମନା କରିଦେଇଥିଲେ।

ସୂଚନାଯୋଗ୍ୟ, କୋଭିଡ ମହାମାରୀ ସମୟରେ ମଡେଲିଂ କରୁଥିବା ଯୁବତୀ ଜେନା ଲିଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା। ଜେନା ଲି ପୂର୍ବରୁ ମଡେଲିଂ କରୁଥିଲେ, କିନ୍ତୁ ପରେ ଅନୁଭବ କଲେ କି ୯ରୁ ୫ ଲାଇଫଷ୍ଟାଇଲ ତାଙ୍କ ପାଇଁ ଠିକ୍‌ ନୁହେଁ।  ମଡେଲିଂ ଶୋରେ ଯେଉଁ ପୁରୁଷ ତାଙ୍କ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ, ସେମାନଙ୍କ ତରଫରୁ ଅଦ୍ଭୁତ ପ୍ରପୋଜାଲ ମିଳୁଥିଲା।

ଜଣେ ବ୍ୟକ୍ତି ଜେନା ଲିଙ୍କୁ ୭.୬ ଲକ୍ଷ ଟଙ୍କାର ଅଫର ଦେଇଥିଲେ। କିନ୍ତୁ ଜେନା ଲି ତାଙ୍କୁ ମନା କରିବାରୁ ସେ ପଇସା ବଢାଇବାକୁ ଲାଗିଥିଲେ। ବ୍ୟକ୍ତି ଜଣକ ପଇସା ବଢାଇ ୮ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତେବେ ଲି ତାଙ୍କ ଅଫରକୁ ମନା କରିଦେଇଥିଲେ। ଲି ଭାବିଥିଲେ, ଯଦି ଏହି ବ୍ୟକ୍ତି ସାମାନ୍ୟ ରୋମାନ୍ସ ପାଇଁ ୮ କୋଟି ଟଙ୍କା ଦେଇପାରିଛି, ତେବେ ବ୍ୟକ୍ତିଙ୍କ ପାଖରେ ରହିଲେ କୌଣସି କାରଣ ଯୋଗୁଁ ସେ ମୋତେ ମାରିପାରିବ ମଧ୍ୟ।

ଲି କହିଛନ୍ତି, ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ କାମ କରିବା ସତ୍ତ୍ୱେ ମଧ୍ୟ ନିଜ ଫଲୋୟର୍ସ ସହିତ ବହୁତ ସେନସର୍ଡ କଣ୍ଟେଣ୍ଟ ସେୟାର କରନ୍ତି। ଏହାସତ୍ତ୍ୱେ ଭଲ ରୋଜଗାର କରନ୍ତି।

Leave A Reply

Your email address will not be published.